Tuesday, October 2, 2018

ଚିତ୍ତରଞ୍ଜନ ଦାସ


ପ୍ରଫେସର ଚିତ୍ତରଞ୍ଜନ ଦାସ ଜଣେ ସୁପ୍ରସିଦ୍ଧ ସାହିତ୍ୟିକ, ଶିକ୍ଷାବିତ୍ ଓ ସମାଜସେବୀ । ହାଇସ୍କୁଲ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ଚିତ୍ତରଞ୍ଜନ, ନିଜର ଅସାଧାରଣ ମେଧା-ଶକ୍ତି ଓ ପ୍ରଜ୍ଞା ବଳରେ ସବୁ କ୍ଷେତ୍ରରେ ସଫଳତାର ଶୀର୍ଷ ଛୁଇଁଥିଲେ । ୧୯୪୨ରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ପଢ଼ା ଛାଡ଼ିଥିଲେ । ସୁରେନ୍ଦ୍ର ନାଥ ଦ୍ୱିବେଦୀ ଥିଲେ ତାଙ୍କ ସଂଗ୍ରାମୀ ଜୀବନର ରାଜନୈତିକ ଗୁରୁ । ବ୍ରିଟିସ ବିରୋଧୀ କାର୍ଯ୍ୟକଳାପରେ ସାମିଲ ହୋଇ ଗିରଫ ହୋଇଥିଲେ । ଏଥିପାଇଁ ତାଙ୍କୁ ଦେଢ଼ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା । ଜେଲ ରହଣି କାଳରେ ସେ ଅସଂଖ୍ୟ ବହି ପଢ଼ି ନିଜକୁ ସୁଗଠିତ କରିବାରେ ସଫଳ ହୋଇଥିଲେ । ଜେଲରୁ ମୁକୁଳିବା ପରେ ସେ ଉଚ୍ଚ ଶିକ୍ଷା ପାଇଁ ଯାଇଥିଲେ ଶାନ୍ତିନିକେତନ ସେଠାରୁ ଡେନମାର୍କର କୋପେନହେଗେନ୍ ଯାତ୍ରା ଓ ମନୋବିଜ୍ଞାନ ଅଧ୍ୟୟନ । ପ୍ରାୟ ଚାରି ବର୍ଷ ବିଦେଶରେ କଟିଥିଲା । ଏହି ସମୟ ମଧ୍ୟରେ ଏକାଧିକ ବିଦେଶୀ ଭାଷା ଶିକ୍ଷା କରିଥିଲେ । ସ୍ୱଦେଶ ଫେରିବା ପରେ ଅନୁଗୋଳର ଚମ୍ପତ୍ତିମୁଣ୍ଡାରେ ସ୍ଥାପିତ ଜୀବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିଲେ । କବିତା, ଭ୍ରମଣ ସାହିତ୍ୟ, ଅନୁବାଦ ସାହିତ୍ୟ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ରାମ୍ୟ ରଚନା, ଆଲୋଚନା ତଥା ଗବେଷଣା ଉପରେ ଦୁଇ ଶହରୁ ଅଧିକ ପୁସ୍ତକ ସେ ରଚନା କରିଛନ୍ତି । ମିତ୍ରସ୍ୟ ଚକ୍ଷୁସା ତାଙ୍କର ଆତ୍ମଚରିତ । ଜୀବନ ବିଦ୍ୟାଳୟ ପାଇଁ ୧୯୬୧ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଓଡ଼ିଆ ଓ ଓଡ଼ିଶା ପାଇଁ ୧୯୮୯ରେ ଶାରଳା ଏବଂ ବିଶ୍ୱକୁ ଗବାକ୍ଷ ପାଇଁ ୧୯୯୮ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଦ୍ୱାରା ସେ ସମ୍ମାନିତ । ୧୯୨୩ ଅକ୍ଟୋବର ଆଜିର ଦିନରେ କଟକ ଜିଲ୍ଲା ଅନ୍ତର୍ଗତ ବାଗଲପୁର ଗ୍ରାମରେ ଚିତ୍ତରଞ୍ଜନ ଦାସ ଜନ୍ମ ଗ୍ରହଣ କରିଥିଲେ ।

Sunday, September 30, 2018

କବିବର ରାଧାନାଥ ରାୟ

ଶ୍ରୀଯୁକ୍ତ ବାଲାଜୀ ନାୟକ
 ଊନ୍ନବିଂଶ ଶତାବ୍ଦୀ ଘଟଣା ବହୁଳ ସମୟ  । ଏହାରି ଭିତରେ ଓଡ଼ିଶାର ଭାଗ୍ୟାକାଶରେ ସୃଷ୍ଟି ହୋଇଥିଲା ଅସୁମାରୀ ଘଟଣା, ଅଘଟଣା ଓ ବିଘଟଣା  । ୧୮୩୦ ରେ ଇଂରେଜ ମାନଙ୍କ ଓଡ଼ିଶା ଅଧିକାର, ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ସାମାଜିକ ଜୀବନ ପ୍ରତି ଧକ୍କା  । ଏହି ସମୟରେ ଓଡ଼ିଶାରେ ଓଡ଼ିଆ ଭାଷା ବିଲେଶପ ନିମନ୍ତେ ବଙ୍ଗାଳିମାନଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର  । ଯେତେବେଳେ ଓଡ଼ିଶାର ସାମାଜିକ ଜୀବନରେ ଅନେକ ଘାତ ପ୍ରତିଘାତ ଦେଖାଦେଇ ବ୍ୟକ୍ତି ଜୀବନକୁ ଶ୍ରୀହୀନ କରିଥିଲା ଓ ସଂସ୍କୃତି ବିକାଶ କ୍ଷେତ୍ରରେ ନାନା ଅନ୍ତରାୟ ସୃଷ୍ଟିକରି ଓଡ଼ିଆ ଭାଷାରୁ ସ୍ଥିର ଓ ସ୍ତବ୍ଧ କରିଥିଲା ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ୧୮୮୪ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲାର କେଦାରପୁର ଗ୍ରାମରେ କବିବର ରାଧାନାଥ ଭୂମିଷ୍ଠ ହୋଇଥିଲେ  । ତାଙ୍କ ପିତାଙ୍କ ନାମ ସୁନ୍ଦର ନାରାୟଣ ଓ ମାତାଙ୍କ ନାମ ଥିଲା ତାରିଣୀ ଦାସୀ  । ମାତ୍ର ପାଞ୍ଚବର୍ଷ ବୟସରେ ମାତୃ ବିୟୋଗ ହେବାରୁ ପିତାଙ୍କ ଉପରେ ତାଙ୍କର ସମସ୍ତ ଦାୟିତ୍ୱ ପଡ଼ିଥିଲା  । ରାଧାନାଥ ୬ ବର୍ଷ ବୟସରେ ଗାଁ ଚାଟଶାଳୀରେ ପାଠ ପଢ଼ିଥିଲେ  । ତାପରେ ସୋରୋ ଭର୍ଣ୍ଣକୁଲାର ସ୍କୁଲରେ ଅଧ୍ୟୟନ କଲେ  । ଦଶବର୍ଷ ବୟସରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଅଧ୍ୟୟନ କରିଥିଲେ  । ୧୬ ବର୍ଷ ବୟସରେ ଉଚ୍ଚଶିକ୍ଷା କରିବା ନିମନ୍ତେ କଲିକତା ପ୍ରେସିଡ଼େନ୍ସି କଲେଜରେ ନାମ ଲେଖାଇଥିଲେ  । ସେଠାରେ ସ୍ୱାସ୍ଥ୍ୟ ଅନୁକୂଳ ନ ରହିବାରୁ ବାଧ୍ୟ ହୋଇ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ  । ରାଧାନାଥ କର୍ମମୟ ଜୀବନ ଆରମ୍ଭରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକ, ପୁରୀ ଜିଲ୍ଲା ସ୍କୁଲରେ ଶିକ୍ଷକ, ପ୍ରଭୃତି ସ୍କୁଲରେ ଶିକ୍ଷକ ତା’ପରେ ଡ଼େପୁଟି ଇନିସ୍ପେକ୍ଟର, ଓଡ଼ିଶା ଜଏଣ୍ଟ ଇନିସପେକ୍ଟର, ଇନିସପେକ୍ଟର ଏହିପରି ଶିକ୍ଷା ବିଭାଗର ଅନେକ ‘ପଦ ପଦବୀ’ରେ ଅବସ୍ଥାନ କରି ନିଜର କର୍ତ୍ତବ୍ୟ ଓ ନିଜ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଯାଇଛନ୍ତି  । ରୀତିଯୁଗ ପରବର୍ତ୍ତୀ କାଳ ଓଡ଼ିଆ ଭାଷା ସାହିତ୍ୟ ନିମନ୍ତେ ଦୁର୍ଦ୍ଦିନର ସମୟ  । ରୀତିଯୁଗୀୟ ସାହିତ୍ୟର ଅଳଙ୍କାର, ଉପମା ଓ ପାଣ୍ଡିତ୍ୟର ପାରାକାଷ୍ଠା ସାଧାରଣ ପାଠକର ବୀତସ୍ପୃହ ହେବା ସ୍ୱାଭାବିକ  । ଅନ୍ୟ ପଟରେ ଓଡ଼ିଆ ଭାଷାକୁ ଲୋପ କରିବାର ଚକ୍ରାନ୍ତ ନିଶ୍ଚିତ ଭାବେ ଓଡ଼ିଆ ସାହିତ୍ୟକୁ ବିରାଟ ସଂଙ୍କଟରେ ପକାଇଥିଲା  । ଏହି ସମୟରେ ରାଧାନାଥ ଆବିର୍ଭାବ ହୋଇ ନୂତନ ଯୁଗର ସୂତ୍ରପାତ କରିଥିଲେ  । ଯାହାର ନାମ ଆଧୁନିକ ଯୁଗ  । କବିବର ରାଧାନାଥ ଥିଲେ ଏହି ଯୁଗର ସ୍ରଷ୍ଟା ଓ ଦ୍ରଷ୍ଟା  । ତେଣୁ ତାଙ୍କ ନାମାନୁଶାରେ ଏହି ଯୁଗକୁ ରାଧାନାଥ ଯୁଗ ବୋଲି ମଧ୍ୟ କହିଥାନ୍ତି  । କବି ରାଧାନାଥ ଉନ୍ନବିଂଶ ଶତାବ୍ଦୀ ଆଧୁନିକ ଯୁଗର ଓଡ଼ିଆ ସାହିତ୍ୟରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିଲେ  । କବି ରାଧାନାଥ ହେଲେ ଆଧୁନିକତା ଓ ପ୍ରାଚୀନତାର ସଂଯୋଗ ସେତୁ  । ଭଞ୍ଜଯୁଗର କଳ୍ପନା ବିଳାସକୁ ପରିତ୍ୟାଗ କରି ଏ ଯୁଗ ବାସ୍ତବାଶ୍ରୟୀ ଓ ଚିନ୍ତା ସମନ୍ୱୟର ଯୁଗ  । ସମନ୍ୱୟ ସୃଷ୍ଟି ହେଲା ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ନୂତନତା ଓ ପ୍ରାଚୀନତା ମଧ୍ୟର  । ରାଧାନାଥ ରୀତିଯୁଗର କାବ୍ୟସୃଷ୍ଟି ପରମ୍ପରାକୁ ଉଜ୍ଜିବିତ କରି ରଖିଥିଲେ ମଧ୍ୟ ଏଥିରେ କବିଙ୍କର ମୌଳିକତା ସୁସ୍ପଷ୍ଟ  । କବିଙ୍କର କାବ୍ୟ କବିତା ଭଞ୍ଜଙ୍କ କାବ୍ୟ ଭଳି ଅଳଙ୍କାରରେ ଭାରାକ୍ରାନ୍ତ ନହୋଇ ସ୍ୱଚ୍ଛ ସାବଲୀଳ ଓ ସହୃଦୟସ୍ପର୍ଶୀ ବର୍ଣ୍ଣନା ରହିଛି । ଯାହାକି ସାଧାରଣ ବ୍ୟକ୍ତିମାନେ ବୁଝିବାକୁ ସମର୍ଥ ହୋଇପାରିବେ  । ଭଞ୍ଜଙ୍କ କାବ୍ୟ ସାହିତ୍ୟ କଳ୍ପନା ବିଳାସରେ ଋଦ୍ଧିମନ୍ତ ଥିବାବେଳେ ରାଧାନାଥଙ୍କ ସାହିତ୍ୟ ବାସ୍ତବାଶ୍ରୟୀ  । ରାଧାନାଥଙ୍କ କବିତା ଦେଶାତ୍ମବୋଧକ, ଚିନ୍ତାଧାରା ପ୍ରକୃତିର ନୈସର୍ଗିକ ସୁଷମା, ସାଙ୍ଗକୁ ମଣିଷ ଜୀବନର ରୀତି ନୀତି ଚାଲି ଚଳଣୀ ନିଟୋଳ ଭାବରେ ପ୍ରଖ୍ୟାପନ କରିଛନ୍ତି  । ରାଧାନାଥ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଅନୁବାଦକ ପ୍ରାବନ୍ଧିକ ଓ କବି ଭାବରେ ପ୍ରତିଭାତ  । ଓଡ଼ିଆ ସାହିତ୍ୟର ବିକାଶ ଦିଗରେ କବିଙ୍କ ନିଷ୍ଠା, ସାଧନାର ପଟାନ୍ତର ନାହିଁ  । ଉନବିଂଶ ଶତାବ୍ଦୀରେ ଅନେକ ଗୁଡ଼ିଏ କାବ୍ୟ, କବିତା ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି  । ଅନୁବାଦ, ରଚନା କରି ଓଡ଼ିଆ ସାହିତ୍ୟକୁ ଉଜ୍ଜିବିତ କରିଛନ୍ତି  । ତାଙ୍କ ଦ୍ୱାରା ଅନେକ ସଂସ୍କୃତ ରଚନା ଓ ବଙ୍ଗଳା ରଚନା ମଧ୍ୟ ଦେଖିବାକୁ ମିଳେ  । କବିଙ୍କର କବିତା ଗୁଡ଼ିକ କବିତାବଳୀ ପ୍ରଥମଭାଗ ଓ ଦ୍ୱିତୀୟ ଭାବରେ ସନ୍ନିବେସିତ ହୋଇଛି  । କାବ୍ୟ ଗୁଡ଼ିକ ମଧ୍ୟରେ ନନ୍ଦିକେଶ୍ୱର, ଉଷା, ପାର୍ବତୀ କେଦାରଗୌରୀ, ଚନ୍ଦ୍ରଭାଗା ଚିଲିକା ଦରବର, ମହାଯାତ୍ରା ଯଯାତି କେଦାରଗୌରୀ, ଚନ୍ଦ୍ରଭାଗା, ଚିଲିକ. ଦରବାର, ମହାଯାତ୍ରା ଓ ଯଯାତି କେଶରୀ  । ଗଦ୍ୟ ସାହିତ୍ୟ ଗୁଡ଼ିକ ହେଲା ଇତାଲୀୟ ଯୁବା ଓ ବିବେକୀ ପ୍ରଭୃତି ଓଡ଼ିଆ ସାହିତ୍ୟର ଅମୂଲ୍ୟ ସଂପଦ  । ରାଧାନାଥ ଆଧୁନିକ କାବ୍ୟ ସାହିତ୍ୟର ଅଗ୍ରଗାମୀ ସ୍ରଷ୍ଟା  । ପ୍ରଥମ କବି ଭାବରେ ସେ ପାଶ୍ଚାତ୍ୟ ସାହିତ୍ୟ ଓ ଭାରତୀୟ ସାହିତ୍ୟ ପୁଙ୍ଖାନପୁଙ୍ଖ ଭାବରେ ଅଧ୍ୟୟନ ଏବଂ ଅନୁଶୀଳନ କରି ନିଜସ୍ୱ କାବ୍ୟ କବିତାରେ ପ୍ରତିଫଳିତ କରିବାରେ ସିଦ୍ଧହସ୍ତ  । କବିଙ୍କର ରାଧାନାଥ ରାୟଙ୍କ ଅନେକ କବିତାରେ ଦେଶାତ୍ମବୋଧ, ଓ ଜାତୀୟ ପ୍ରୀତିର ମନ୍ଦାକିନୀ ଆଧୁନିକ ଯୁଗରେ ପ୍ରଥମେ ପ୍ରବାହିତ ହୋଇଥିଲା  । ଜାତୀୟ ଚେତନା, ଜାତିପ୍ରୀତି ପ୍ରଥମଥର ପାଇଁ ରାଧାନାଥଙ୍କ କାବ୍ୟ କବିତାରେ ଦେଖାଗଲା  । କବିଙ୍କର ‘ଚିଲିକା’, ଦରବାର ମହାଯାତ୍ରା, ଭାରତୀଭାବନା କାବ୍ୟରେ ଜାତୀୟତା ବାଦୀ ଚେତନା ସୁସ୍ପଷ୍ଟ  । ଅପରୂପୀ ଚିଲିକା ଠାରୁ କବି ମେଲାଣି ନେଇ ପ୍ରକାଶ କରିଛନ୍ତି ତାହା ନିଶ୍ଚିତ ଭାବେ ଜାତୀୟ ପ୍ରୀତିର ପରିଚୟ ଦିଏ  । କବିଙ୍କ ଭାଷାରେ- “ଦେବୀ ବୀଣାପାଣୀ କେଉଁ ପାପ ଫଳେ, କରୁଣା ତୋହର ଉଣା ଏ ଉକ୍ରଳେ ସ୍ୱଭାବେ ଉକ୍ରଳ ଶୋଭାର ନିଧନ ମାତ୍ର ଏ ଶୋଭାରେ ତୋର ଅଧିଷ୍ଠାନ - ବିନୁ ସିନା ମାତା ହୋଇଛି ବିବଶା ଭଜିଛି ଅରଣ୍ୟ ପ୍ରସୂନର ଦଶା  ।’’ ବୈଚିତ୍ରମୟୀ ଉକ୍ରଳର ପ୍ରକୃତିକ ଚିତ୍ର କବି ରାଧାନାଥଙ୍କ ରଚନାରେ ମନୋଜ୍ଞ ଭାବରେ ପ୍ରକାଶ ପାଇଛି  । ଏଥିରେ କବି ସ୍ୱଦେଶପ୍ରୀତି ଓ ଜାତୀୟତା ଭାବ ସ୍ପଷ୍ଟ ପ୍ରତିଭାତ ହୁଏ  । ଅବହେଳିତ ଉକ୍ରଳ ପାଇଁ କବି କ୍ଷୋଭ ପ୍ରକାଶ କରି ଚିଲିକା କାବ୍ୟରେ କହିଛନ୍ତି  । ଉଜ୍ଜୟିନୀ ନିକଟବର୍ତ୍ତୀ କ୍ଷୁଦ୍ର ଶିପ୍ରାନଦୀ କାଳିଦାସଙ୍କ କାବ୍ୟରେ ବର୍ଣ୍ଣିତ ଯୋଗୁଁ ଜଗତରେ ପ୍ରସିଦ୍ଧ ହୋଇ ଯାଇଛି ମାତ୍ର ମହାନଦୀ ଓଡ଼ିଶାର ବଡ଼ ନଦୀ ହୋଇ ମଧ୍ୟ ଖ୍ୟାତି ଲାଭ କରିପାରିନାହିଁ  । ଏହି ପରି ଭାବରେ କ୍ଷୁଦ୍ର ହ୍ରଦ ସ୍ୱରୂପା, ଅଂଶୁପା ହ୍ରଦ ବିରାଟ ହ୍ରଦ ଜନ ସମାଜରେ ଅଗୋଚର  । ଠିକ୍ ସେହିପରି ଖର୍ବକାୟ ଗୋବର୍ଦ୍ଧନ ପର୍ବତ ଭାବରେ ଖ୍ୟାତିଲାଭ କରିଥିବା ବେଳେ ମେଘାସନ ପର୍ବତ ଗିରି ସମାଜରେ ସ୍ଥାନ ଲାଭ କରିପାରି ନାହିଁ  । ତେଣୁ କବି କହିଛନ୍ତି- “କ୍ଷୁଦ୍ର ସିପ୍ରା ସୋତ୍ରା ବିଖ୍ୟାତ ଜଗତେ ମହାନଦୀ ନାମ ରହିଲା ଗୁପତେ  । ସ୍ୱରୂପା, ଅଂଶୁପା ଲୋକେ ଅଗୋଚର ପୁଜାସ୍ପଦ ହେଲା ଗୋଷ୍ପଦ-ପୁଷ୍କର  । । ଜଣେ ଜାତୀୟବାଦୀ କବି ବୋଲି ସେ ଏହାକୁ ଉଲ୍ଲେଖ କରିପାରିଲେ  । ପୁନଶ୍ଚ କବିଙ୍କ ବିଷଦ ମନ ଆଶାବାଦୀ ହୋଇ ଗାଇ ଉଠିଛି- “ପାହିଲାଣୀ ଘୋର ତାମସୀ ରଜନୀ ଫୁଟିବେ ଉକ୍ରଳ ଭାଷା କମଳିନୀ  ।’’ ଉକ୍ରଳର ଭାଷା ବିଲୋପ ଆନ୍ଦୋଳନ ଉନ୍ନବିଂଶ ଶତାବ୍ଦୀ ଶେଷପାଦରେ ଚାଲିଥିବା ସମୟରେ ଉକ୍ରଳର ଭାଷା ଓ ସାହିତ୍ୟର ବିକାଶ ହେବ ଏବଂ ଉକ୍ରଳର ଗୌରବ ବର୍ଦ୍ଧିତ ହେବ ଏବଂ ପୃଥିବୀରେ ଉକ୍ରଳ ଖ୍ୟାତି ଲାଭ କରିବା ନିମନ୍ତେ ସେ ସତତ ଚେଷ୍ଟିତ ଥିଲେ  । କବି ‘ଦରବାର’ କାବ୍ୟରେ ମଧ୍ୟ ଜାତୀୟ ପ୍ରୀତି, ସ୍ୱଦେଶ ବନ୍ଦନା ଦେଖିବାକୁ ମିଳେ  । ଦରବାର କାବ୍ୟର ଆରମ୍ଭରେ ଐତିହାସିକ ଦୁର୍ଗ ବାରବାଟୀର ଗୌରବକୁ ବର୍ଣ୍ଣନା କରିଛନ୍ତି - “ଉକ୍ରଳର ପୂର୍ବ କୀର୍ତ୍ତି-ସ୍ମୃତି-ପୂତ ବାରବାଟୀ ଆଜି ସଜେ ଭସ୍ମିଭୂତ  । ଐତିହାସିକ ଏ ଦୂର୍ଗ ବାରବାଟୀ, ବୀରରକ୍ତ ପିଣ୍ଡେ ଗଢ଼ା ଯା’ର ମାଟି  । । ଢ ଢ ଢ ଢ କାଞ୍ଚୀ ଅଭିଯାନେ ଯେ ଦୁର୍ଗ ପ୍ରାଚୀର ବାଦ୍ୟ ନାଦେ ଦେଇଥିଲ ପ୍ରତି ଗିର ଜରାଜୀର୍ଣ୍ଣ ବେଶେ ଦେଖଇ ସେ ଆଜ ନବ୍ୟ ଉକ୍ରଳର ଏ ସଭ୍ୟ ସମାଜ  ।’’ ପୂର୍ବ ସ୍ମୃତି ପୂର୍ବ ବାରବାଟୀ ଦୁର୍ଗ ଆଜି ସଭ୍ୟ ସମାଜର ଜରାଜୀର୍ଣ୍ଣ ବେଶ ବିଶ୍ୱ ଦେଖୁଛି  । ଏହିପରି ବାରବାଟୀ ଦୁର୍ଗର ଅବକ୍ଷୟ ଦେଖି କବି ମର୍ମାହତ  । ମହାଯାତ୍ରା କାବ୍ୟର ଦେଶପ୍ରୀତି ଜାତୀୟ ଭାବନା ଦେଖିବାକୁ ମିଳେ  । କବିଙ୍କ ଦ୍ୱାର ରଚିତ ଭାରତ ଗୀତିକାରେ ମଧ୍ୟ ଦେଶାତ୍ମବୋଧ ବର୍ତ୍ତା ପ୍ରକଟିତ  । କବିଙ୍କ ଭାଷାରେ - “ସର୍ବେଷ୍ଠାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ, ଜନୀବତ୍ସଳ ତନୟ ଗଣୈସ୍ତତ୍ ସାମ୍ୟକ୍ ଶର୍ମ୍ମ ବିଧେୟଂ  । ହିମଗିରି - ସୀମନ୍ତିତ-ମସ୍ତକମିଦ ମମ୍ବୁଧିପରିଗତ ପାଶ୍ୱର୍ମ୍, ଅସ୍ମଜ୍ଜନ୍ମଦମନ୍ନଦ ମନିଶଂ ଶ୍ରୌତ ପୁରା ତନମାର୍ଷମ୍  । ’୩ଏହିପରି ଭାବରେ କବିଙ୍କ କାବ୍ୟରେ ଦେଶାତ୍ମ ବୋଧ ଓ ଜାତୀୟ ପ୍ରୀତି ନିଟୋଳ ଭାବେ ବର୍ଣ୍ଣିତ  । ରାଧାନାଥଙ୍କ ଅନ୍ୟ ଏକ ଆକର୍ଷଣୀୟ ବିଭବ ହେଉଛି ପ୍ରକୃତି ଚିତ୍ରଣରେ ଅଭିନବ ଦୃଷ୍ଟିଭଙ୍ଗୀ  । କବିଙ୍କ ସୃଷ୍ଟି ଗୁଡ଼ିକରେ ପ୍ରକୃତି ଜୀବନ୍ତ ପରି ମନେ ହୁଏ  । ଭଞ୍ଜୀୟ ପ୍ରକୃତିରେ ନାୟକ ନାୟିକାଙ୍କର ସମ୍ଭୋଗ ଭୋଗ ବିଳାସ ପରିଦୃଷ୍ଟ । କିନ୍ତୁ ରାଧାନାଥ ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ଏକ ନିବିଡ ସଂପର୍କ ରହିଛି ତାହା ସ୍ପଷ୍ଟ ଭାବେ ଉପଲବ୍ଧି କରିଥିଲେ  । ଇଂରାଜୀ ସାହିତ୍ୟର ୱାର୍ଡ଼ସତ୍ତ୍ୱାର୍ଥ, କଲରିଜ୍ ବାଇରନ୍, କିଟସ, ସ୍କଟ୍ଙ୍କ ଭଳି ସୌନ୍ଦର୍ଯ୍ୟ ଓ ପ୍ରୀତିର ଆଧାର ଭାବରେ ଗ୍ରହଣ କରିବା ସହିତ ପ୍ରକୃତିଠାରେ ବିଭିନ୍ନ ମାନବୀୟ ଗୁଣ ଆରୋପ କରିଛନ୍ତି  । ରାଧାନାଥ ଚିଲିକାକୁ ସଖୀ ରୂପରେ, ଶୋକ ପାଶୋର ଅପସରା ଭୂବନ ରୂପେ ଚିତ୍ରଣ କରିବା ଓଡ଼ିଆ ସାହିତ୍ୟରେ ସଂପୂର୍ଣ୍ଣ ନୂତନ  । କବି ପ୍ରକୃତି ଠାରେ ଜୀବନ ଆରୋପ କରି ମଣିଷ ଜୀବନର କାର୍ଯ୍ୟ କଳାପ, ପୃଷ୍ଠ ଭୂମି ଭାବେ ବର୍ଣ୍ଣନା କରିବା ସହିତ ପ୍ରକୃତି ଠାରେ ସତେକି କବି ନିଜ ଜୀବନ ସନ୍ଧାନର ବାର୍ତ୍ତା ଉପଲବ୍ଧ କରିଛନ୍ତି  । କବି ଚିଲିକା ହ୍ରଦକୁ କାବ୍ୟ ନାୟୀକ ଭାବେର ସଜାଇଛନ୍ତି  । ସେ ଅପରୂପା ଲବଣ୍ୟମୟୀ ଛନ୍ଦୋମୟୀ ନାୟିକା  । ତାର ନୀଳାଭ ନୟନରେ ଅଛି ଦ୍ୟୁତି, ତାହାରି ରୂପରେ ଭରିରହିଛି ମାଦକତା, ତା’ର ଭାଷାରେ ରହିଛି ସଂଗୀତର ଲାଳିତ୍ୟ ମୂର୍ଚ୍ଛନା  । କବିଙ୍କ ଭାଷାରେ- “ଉକ୍ରଳ କମଳା-ବିଳାସ ଦୀର୍ଘିକ, ମରାଳ ମାଳିନୀ ନୀଳାମ୍ବୁ ଚଲିକା ଉକ୍ରଳର ତୁହି ଚାରୁ ଅଳଙ୍କାର, ଉକ୍ରଳ ଭୁବନେ ଶୋଭାର ଭଣ୍ଡାର  । । ଉକ୍ରଳ ପ୍ରକୃତିର ଶୋଭାର ଭଣ୍ଡାର ତେଣୁ କବି ଅନେକ କାବ୍ୟରେ ଉକ୍ରଳର ନଦ ନଦୀ ପର୍ବତ ଗିରି କାନନ ଜୀବନ୍ତ ବର୍ଣ୍ଣନ ରହିଛି  । ପର୍ବତୀ କାବ୍ୟର ସଂନ୍ଧ୍ୟା ବର୍ଣ୍ଣନା ଓ ଚନ୍ଦ୍ରଭାଗା କାବ୍ୟର ଶରତର ସୌନ୍ଦର୍ଯ୍ୟ ବେଶ୍ ମନମୁଗ୍ଧ କର  । ଚନ୍ଦ୍ରଭାଗାରେ ଶରତର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି କବି କହିଛନ୍ତି - “ଗୋଧୂଳି ଗଗନ ସୁଚିତ୍ର ଦିଶେ ଶତ ବରଣେ ଶତ ମନୋରଥ ଝଟକେ ଯେହ୍ନେ ଆଶା କାନନେ  ।’’ ପାର୍ବତୀ କାବ୍ୟରେ ସଂଧ୍ୟାର ବର୍ଣ୍ଣନା କରି କବି ଉଲ୍ଲେଖ କରିଛନ୍ତି - “ଭାସମାନ ରକ୍ତ ରବିବିମ୍ବ ଦେଖି ଏ ଭାବ ଆମେ ଅନ୍ତରେ ବିରଞ୍ôଚ ରଚିତ ସୁବର୍ଣ୍ଣ ବ୍ରହ୍ମାଣ୍ଡ ଭାସଇ କିବା ସାଗରେ  ।’’ ଏହିପରି ଭାବରେ କବିଙ୍କ ପ୍ରକୃତିକ ଜୀବନ୍ତ ଭାବରେ ପ୍ରକାଶ କରିଛନ୍ତି  । ରାଧାନାଥ ଜଣେ ସୌନ୍ଦର୍ଯ୍ୟ ବାଦୀ କବି  । କବିଙ୍କ ସୌନ୍ଦର୍ଯ୍ୟର ଅନ୍ତ ନାହିଁ  । ତେଣୁ କବି ଚିଲିକା କାବ୍ୟରେ ଉଲ୍ଲେଖ କରିଛନ୍ତି - ସୁନ୍ଦର ତୃପ୍ତିର ଅବସାନ ନାହିଁ  । ଯେତେ ଦେଖୁଥିଲେ ନୂଆ ଦିଶୁଥାଇ  ।’’ ରାଧାନାଥଙ୍କ ଚିଲିକା କାବ୍ୟରେ ଯେ କେବଳ ସୌନ୍ଦର୍ଯ୍ୟର ଗନ୍ତାଘର’ ତାହା ନୁହେଁ ତାଙ୍କର ସମଗ୍ର କାବ୍ୟ ସଂପଦ ସୌନ୍ଦର୍ଯ୍ୟରେ ଭରପୁର  । ପ୍ରକୃତିର ସୌନ୍ଦର୍ଯ୍ୟ ରୂପର ସୌନ୍ଦର୍ଯ୍ୟ, ନାୟକ, ନାୟିକାଙ୍କ ସୌନ୍ଦର୍ଯ୍ୟ କବିଙ୍କ କାବ୍ୟ ଗୁଡ଼ିକରେ ବେଶ୍ ମନୋରମ  । ଚନ୍ଦ୍ରଭାଗା କାବ୍ୟରେ ନାୟିକା ଚନ୍ଦ୍ରଭାଗାର ରୂପ ଲାବଣ୍ୟରେ ସୂର୍ଯ୍ୟଙ୍କ ମନ ବିସ୍ମୟ ବିମୂଢ଼ ହୋଇଯାଇଛି  । କବିଙ୍କ ଭାଷାରେ - “ନେତ୍ର ଯୁଗେ ଯୁବା ପିଅନ୍ତି ଯେଉଁ ରୂପ ଅମୃତ ସେ ଅମୃତେ କଲ ଯୌବନ ବାଳା ତନୁ ଧଉତ  ।’’ ନାୟିକ ଚନ୍ଦ୍ରଭାଗାର ପ୍ରେମ ପ୍ରତି ବିରାଗ ଭାବ ପ୍ରକାଶ କରିଥିଲେ ମଧ୍ୟ ସୂର୍ଯ୍ୟ ଦେବ ନିଜକୁ ଚନ୍ଦ୍ରଭାଗାର ସୌନ୍ଦର୍ଯ୍ୟ ଠାରୁ ଦୂରରେ ରହିପାରି ନାହାନ୍ତି  । ତେଣୁ ରୂପ ପିପାସୀ କବି ରାଧାନାଥ କହନ୍ତି - “କିନ୍ତୁ ରୂପ ଥିଲେ ପ୍ରଚ୍ଛନ୍ନ କେବେ ରସିକ ଛାଡ଼େ ? ମଧୁ ଥିଲେ ପୁଷ୍ପେ ଯତନେ ଖୋଜି ମଧୂପ କାଢ଼େ  । ଯେ ଅଟେ ଜଗତ ଜନର ମନ-ନୟନ-କାର  । ଅପ୍ରକଟ ହୋଇ ରହିବା ପାଇଁ କାହିଁ ତା’ ଚାରା ?’’ ସୌନ୍ଦର୍ଯ୍ୟ ଯୁଗେ ଯୁଗେ ଅମର  । ତାହାର ଶେଷ ନାହିଁ  । ତେଣୁ ଚିଲିକାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ କହିଛନ୍ତି- “ଆହା ଏ ଶୋଭାର କାହିଁ ପଟାନ୍ତର, ଥିଲେ ଥିବେ ସ୍ୱର୍ଗେ ମର୍ତ୍ତ୍ୟେ ଅଗୋଚର  । ଢ ଢ ଢଭାରତୀ ଭକତ କେଉଁ ରୂପପାୟୀ, ତୃପ୍ତ ହେବ ଏହା ଥରେ ମାତ୍ର ଧ୍ୟାୟୀ ବଚନ ବିଷୟ ନୁହଁଇ ଏ ଛବି ହୃଦେ ସେ କେବଳ ପାରେ ଅନୁଭବି  ।’’ ପ୍ରତ୍ୟେକ କ୍ଷେତ୍ରରେ କବିଙ୍କ କାବ୍ୟ ଗୁଡ଼ିକରେ ସୌନ୍ଦର୍ଯ୍ୟବୋଧ ପ୍ରକଟିତ  । କବିଙ୍କ ଦୃଷ୍ଟିରେ ଚିଲିକା ରୂପସୀ ଓ ପ୍ରାକୃତିକ ସୁଷମାରେ ବିମଣ୍ଡିତା ସୌନ୍ଦର୍ଯ୍ୟ ଶାଳୀନୀ  । ଆଧୁନିକ ଯୁଗରେ ବଢ଼ି ଚାଲିଥିବା ଅନ୍ୟାୟ ଅନୀତି ଗର୍ବ ଅହଙ୍କାରକୁ ବ୍ୟଙ୍ଗାତ୍ମକ ଶୈଳୀରେ ପ୍ରତିପାଦନ କରିଛନ୍ତି  । କବିଙ୍କ ଦୃଷ୍ଟିରେ ରାଜ, ମହାରାଜ ଧନୀ ସମସ୍ତ ବ୍ୟକ୍ତି ସମନଠାରେ ସମାନ  । ତେଣୁ ଗର୍ବ ଅହଂକାରକୁ ଦୂରେଇ ଧର୍ମ ଆଚରଣ କରିବାପାଇଁ ପରାମର୍ଶ ଦେଇଛନ୍ତି  । କବି ବ୍ୟଙ୍ଗାତ୍ମକ କାବ୍ୟ ଦରବାରରେ ଲେଖିଛନ୍ତି- ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି ତରିବାକୁ ଏହି ସଂସାର ବାରିଧୀ  । ଧର୍ମ ଏକ ସିନା ମହତ ପଣିଆ, ଆଉ ସବୁ ବାକି ଅଢ଼େଇ ଦିନିଆ  । ଉକ୍ତ କାବ୍ୟଟିରେ କବି ଧର୍ମର ଗୁରୁତ୍ୱ ଓ ମହତ୍ତ୍ୱକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି  । ଏବଂ ଗର୍ବ ଅହଂକାରକୁ ପରିତ୍ୟାଗ କରିବା ନିମନ୍ତେ ସମସ୍ତଙ୍କ ସଚେତନ କରାଇ ନୈତିକ ଆଦର୍ଶର ବାର୍ତ୍ତା ପ୍ରଦାନ କରିଛନ୍ତି  । ବାସ୍ତବରେ ରାଧାନାଥଙ୍କ କାବ୍ୟଗୁଡ଼ିକର ବିଷୟ ଗ୍ରୀସ୍, ରୋମ ପ୍ରଭୃତି ପାଶ୍ଚାତ୍ୟ ଚିନ୍ତାଧାରାରେ ଗଢ଼ି ଉଠିଥିଲେ ମଧ୍ୟ ଅଧିକାଂଶ କାବ୍ୟ ଗୁଡ଼ିକରେ ଭାରତୀୟ ପୌରାଣିକ ଆଖ୍ୟାନ, ଧର୍ମୀୟ ପରମ୍ପରା ଓ ସଂସ୍କୃତି ଉଜ୍ଜିବିତ ହୋଇଉଠିଛି  । ରାଧାନାଥଙ୍କ ସାହିତ୍ୟ ପ୍ରାଚ୍ୟ ଓ ପାଶ୍ଚାତ୍ୟର ମଧୁର ସମନ୍ୱୟ  । ସେ ତାଙ୍କ କାବ୍ୟ ରଚନାରେ ପାଶ୍ଚାତ୍ୟ ସାହିତ୍ୟରୁ ଆହରଣ କରିଥିଲେ ମଧ୍ୟ ସେଥିରେ ତାଙ୍କର ମୌଳିକ ଚିନ୍ତାଧାରା ପ୍ରସ୍ଫୁଟିତ  । ଅଧ୍ୟାପକ, ଶ୍ୟାମ ସୁନ୍ଦର ସଂସ୍କୃତ ମହାବିଦ୍ୟାଳୟ, ଖାରିଗୁଡ଼ା (ଗଞ୍ଜାମ),ମୋ - ୯୧୭୮୭୫୧୯୭୦
------------------------------------------------------------------------------------------------------
gâú~êq aûfûRú ^ûdK D^Üaòõg gZû±ú NUYû ajêk icd ö Gjûeò bòZùe IWÿògûe bûMýûKûgùe iéÁò ùjûA[ôfû @iêcûeú NUYû, @NUYû I aòNUYû ö 1830 ùe AõùeR cû^u IWÿògû @]ôKûe, 1866 ciòjûe ^@u \êbòðl IWÿògûe iûcûRòK Rúa^ _âZò ]KþKû ö Gjò icdùe IWÿògûùe IWÿò@û bûhû aòùfg_ ^òcù« awûkòcû^u iêPò«òZ hWÿ~ª ö ù~ùZùaùk IWÿògûe iûcûRòK Rúa^ùe @ù^K NûZ _âZòNûZ ù\Lûù\A aýqò Rúa^Kê gâújú^ Keò[ôfû I iõÄéZò aòKûg ùlZâùe ^û^û @«eûd iéÁòKeò IWÿò@û bûhûeê iÚòe I Éaþ] Keò[ôfû Gjò_eò GK NWÿòi§ò cêjì©ðùe 1884 ciòjû ùiù_Ö´e cûi 28 ZûeòLùe aûùfgße Ròfäûe ùK\ûe_êe Mâûcùe Kaòae eû]û^û[ bìcò ùjûA[ôùf ö Zûu _òZûu ^ûc iê¦e ^ûeûdY I cûZûu ^ûc [ôfû ZûeòYú \ûiú ö cûZâ _û*ahð adiùe cûZé aòùdûM ùjaûeê _òZûu C_ùe Zûue icÉ \ûdòZß _Wÿò[ôfû ö eû]û^û[ 6 ahð adiùe Mñû PûUgûkúùe _ûV _Xÿò[ôùf ö Zû_ùe ùiûùeû b‰ðKêfûe Äêfùe @¤d^ Kùf ö \gahð adiùe aûùfgße Ròfäû Äêfùe @¤d^ Keò[ôùf ö 16 ahð adiùe Cygòlû Keòaû ^òcù« KfòKZû ù_âiòùWÿ^þiò KùfRùe ^ûc ùfLûA[ôùf ö ùiVûùe ÊûiÚý @^êKìk ^ ejòaûeê aû¤ ùjûA MéjKê _âZýûa©ð^ Kùf ö eû]û^û[ Kcðcd Rúa^ @ûe¸ùe aûùfgße Ròfäû Äêfùe gòlK, _êeú Ròfäû Äêfùe gòlK, _âbéZò Äêfùe gòlK Zû’_ùe ùWÿ_êUò A^òiþù_KÖe, IWÿògû RG< A^òiù_KÖe, A^òiù_KÖe Gjò_eò gòlû aòbûMe @ù^K ‘_\ _\aú’ùe @aiÚû^ Keò ^òRe K©ðaý I ^òR Kû~ðý\lZû _âZò_û\^ Keò~ûAQ«ò ö eúZò~êM _ea©ðú Kûk IWÿò@û bûhû iûjòZý ^òcù« \êŸòð^e icd ö eúZò~êMúd iûjòZýe @kuûe, C_cû I _ûŠòZýe _ûeûKûÂû iû]ûeY _ûVKe aúZÆéj ùjaû ÊûbûaòK ö @^ý _Uùe IWÿò@û bûhûKê ùfû_ Keòaûe PKâû« ^ò½òZ bûùa IWÿò@û iûjòZýKê aòeûU iõuUùe _KûA[ôfû ö Gjò icdùe eû]û^û[ @ûaòbðûa ùjûA ^ìZ^ ~êMe iìZâ_ûZ Keò[ôùf ö ~ûjûe ^ûc @û]ê^òK ~êM ö Kaòae eû]û^û[ [ôùf Gjò ~êMe iâÁû I \âÁû ö ùZYê Zûu ^ûcû^êgûùe Gjò ~êMKê eû]û^û[ ~êM ùaûfò c¤ Kjò[û«ò ö Kaò eû]û^û[ C^Üaòõg gZû±ú @û]ê^òK ~êMe IWÿò@û iûjòZýùe GK ^ìZ^ \òM« iéÁò Keò[ôùf ö Kaò eû]û^û[ ùjùf @û]ê^òKZû I _âûPú^Zûe iõù~ûM ùiZê ö b¬~êMe KÌ^û aòkûiKê _eòZýûM Keò G ~êM aûÉaûgâdú I Pò«û ic^ßde ~êM ö ic^ßd iéÁò ùjfû _âûPý I _û½ûZý c¤ùe ^ìZ^Zû I _âûPú^Zû c¤e ö eû]û^û[ eúZò~êMe KûaýiéÁò _eµeûKê C{òaòZ Keò eLò[ôùf c¤ G[ôùe Kaòue ùcøkòKZû iêÆÁ ö Kaòue Kûaý KaòZû b¬u Kûaý bkò @kuûeùe bûeûKâû« ^ùjûA Êz iûafúk I ijé\dÆgðú a‰ð^û ejòQòö ~ûjûKò iû]ûeY aýqòcûù^ aêSòaûKê ic[ð ùjûA_ûeòùa ö b¬u Kûaý iûjòZý KÌ^û aòkûiùe E¡òc« [ôaûùaùk eû]û^û[u iûjòZý aûÉaûgâdú ö eû]û^û[u KaòZû ù\gûZàùaû]K, Pò«û]ûeû _âKéZòe ù^÷iMòðK iêhcû, iûwKê cYòh Rúa^e eúZò ^úZò Pûfò PkYú ^òùUûk bûaùe _âLýû_^ KeòQ«ò ö eû]û^û[ GKû]ûeùe RùY @û\gð gòlK, @^êaû\K _âûa§òK I Kaò bûaùe _âZòbûZ ö IWÿò@û iûjòZýe aòKûg \òMùe Kaòu ^òÂû, iû]^ûe _Uû«e ^ûjó ö C^aòõg gZû±úùe @ù^K MêWÿòG Kûaý, KaòZû _âa§ eP^û Keò IWÿò@û iûjòZý bŠûeKê icé¡ KeòQ«ò ö @^êaû\, eP^û Keò IWÿò@û iûjòZýKê C{òaòZ KeòQ«ò ö Zûu \ßûeû @ù^K iõÄéZ eP^û I awkû eP^û c¤ ù\LôaûKê còùk ö Kaòue KaòZû MêWÿòK KaòZûakú _â[cbûM I \ßòZúd bûaùe i^ÜòùaiòZ ùjûAQò ö Kûaý MêWÿòK c¤ùe ^¦òùKgße, Chû, _ûaðZú ùK\ûeùMøeú, P¦âbûMû PòfòKû \eae, cjû~ûZâû ~~ûZò ùK\ûeùMøeú, P¦âbûMû, PòfòK. \eaûe, cjû~ûZâû I ~~ûZò ùKgeú ö M\ý iûjòZý MêWÿòK ùjfû AZûfúd ~êaû I aòùaKú _âbéZò IWÿò@û iûjòZýe @cìfý iõ_\ ö eû]û^û[ @û]ê^òK Kûaý iûjòZýe @MâMûcú iâÁû ö _â[c Kaò bûaùe ùi _û½ûZý iûjòZý I bûeZúd iûjòZý _êvû^_êv bûaùe @¤d^ Gaõ @^êgúk^ Keò ^òRÊ Kûaý KaòZûùe _âZò`kòZ Keòaûùe iò¡jÉ ö Kaòue eû]û^û[ eûdu @ù^K KaòZûùe ù\gûZàùaû], I RûZúd _âúZòe c¦ûKò^ú @û]ê^òK ~êMùe _â[ùc _âaûjòZ ùjûA[ôfû ö RûZúd ùPZ^û, RûZò_âúZò _â[c[e _ûAñ eû]û^û[u Kûaý KaòZûùe ù\LûMfû ö Kaòue ‘PòfòKû’, \eaûe cjû~ûZâû, bûeZúbûa^û Kûaýùe RûZúdZû aû\ú ùPZ^û iêÆÁ ö @_eì_ú PòfòKû Vûeê Kaò ùcfûYò ù^A _âKûg KeòQ«ò Zûjû ^ò½òZ bûùa RûZúd _âúZòe _eòPd \òG ö Kaòu bûhûùe- “ù\aú aúYû_ûYú ùKCñ _û_ `ùk, KeêYû ùZûje CYû G C}ùk Êbûùa C}k ùgûbûe ^ò]^ cûZâ G ùgûbûùe ùZûe @]ôÂû^ - aò^ê iò^û cûZû ùjûAQò aòagû bRòQò @eYý _âiì^e \gû ö’’ ùa÷PòZâcdú C}ke _âKéZòK PòZâ Kaò eû]û^û[u eP^ûùe cù^ûm bûaùe _âKûg _ûAQò ö G[ôùe Kaò Êù\g_âúZò I RûZúdZû bûa ÆÁ _âZòbûZ jêG ö @aùjkòZ C}k _ûAñ Kaò ùlûb _âKûg Keò PòfòKû Kûaýùe KjòQ«ò ö C{dò^ú ^òKUa©ðú lê\â gò_âû^\ú Kûkò\ûiu Kûaýùe a‰òðZ ù~ûMêñ RMZùe _âiò¡ ùjûA ~ûAQò cûZâ cjû^\ú IWÿògûe aWÿ ^\ú ùjûA c¤ LýûZò fûb Keò_ûeò^ûjó ö Gjò _eò bûaùe lê\â jâ\ Êeì_û, @õgê_û jâ\ aòeûU jâ\ R^ icûRùe @ùMûPe ö VòKþ ùijò_eò LaðKûd ùMûa¡ð^ _aðZ bûaùe LýûZòfûb Keò[ôaû ùaùk ùcNûi^ _aðZ Mòeò icûRùe iÚû^ fûb Keò_ûeò ^ûjó ö ùZYê Kaò KjòQ«ò- “lê\â iò_âû ùiûZâû aòLýûZ RMùZ cjû^\ú ^ûc ejòfû Mê_ùZ ö Êeì_û, @õgê_û ùfûùK @ùMûPe _êRûÆ\ ùjfû ùMû¿\-_êÃe öö RùY RûZúdaû\ú Kaò ùaûfò ùi GjûKê CùfäL Keò_ûeòùf ö _ê^½ Kaòu aòh\ c^ @ûgûaû\ú ùjûA MûA CVòQò- “_ûjòfûYú ùNûe Zûciú eR^ú `êUòùa C}k bûhû Kckò^ú ö’’ C}ke bûhû aòùfû_ @ûù¦ûk^ C^Üaòõg gZû±ú ùgh_û\ùe Pûfò[ôaû icdùe C}ke bûhû I iûjòZýe aòKûg ùja Gaõ C}ke ùMøea a¡òðZ ùja Gaõ _é[ôaúùe C}k LýûZò fûb Keòaû ^òcù« ùi iZZ ùPÁòZ [ôùf ö Kaò ‘\eaûe’ Kûaýùe c¤ RûZúd _âúZò, Êù\g a¦^û ù\LôaûKê còùk ö \eaûe Kûaýe @ûe¸ùe HZòjûiòK \êMð aûeaûUúe ùMøeaKê a‰ð^û KeòQ«ò - “C}ke _ìað Kú©òð-iáZò-_ìZ aûeaûUú @ûRò iùR biàòbìZ ö HZòjûiòK G \ìMð aûeaûUú, aúeeq _òùŠ MXÿû ~û’e cûUò öö X X X X Kû*ú @bò~ûù^ ù~ \êMð _âûPúe aû\ý ^ûù\ ù\A[ôf _âZò Mòe ReûRú‰ð ùaùg ù\LA ùi @ûR ^aý C}ke G ibý icûR ö’’ _ìað iáZò _ìað aûeaûUú \êMð @ûRò ibý icûRe ReûRú‰ð ùag aògß ù\LêQò ö Gjò_eò aûeaûUú \êMðe @ald ù\Lô Kaò ccðûjZ ö cjû~ûZâû Kûaýe ù\g_âúZò RûZúd bûa^û ù\LôaûKê còùk ö Kaòu \ßûe ePòZ bûeZ MúZòKûùe c¤ ù\gûZàùaû] a©ðû _âKUòZ ö Kaòu bûhûùe - “iùaðÂûõ ù^û R^^ú bûeZ ]eYú KÌfùZdõ, R^úa›k Z^d MùY÷ÉZþ iûcýKþ g¹ð aòù]dõ ö jòcMòeò - iúc«òZ-cÉKcò\ c´ê]ô_eòMZ _ûgßðcþ, @ià{^à\c^Ü\ c^ògõ ùgâøZ _êeû Z^cûhðcþ ö ’3Gjò_eò bûaùe Kaòu Kûaýùe ù\gûZà ùaû] I RûZúd _âúZò ^òùUûk bûùa a‰òðZ ö eû]û^û[u @^ý GK @ûKhðYúd aòba ùjCQò _âKéZò PòZâYùe @bò^a \éÁòbwú ö Kaòu iéÁò MêWÿòKùe _âKéZò Rúa« _eò cù^ jêG ö b¬úd _âKéZòùe ^ûdK ^ûdòKûue iù¸ûM ùbûM aòkûi _eò\éÁö Kò«ê eû]û^û[ c^êhý I _âKéZò c¤ùe GK ^òaòW iõ_Kð ejòQò Zûjû ÆÁ bûùa C_faþ]ô Keò[ôùf ö AõeûRú iûjòZýe IßûWÿði©ßû[ð, KfeòRþ aûAe^þ, KòUi, ÄUþu bkò ùiø¦~ðý I _âúZòe @û]ûe bûaùe MâjY Keòaû ijòZ _âKéZòVûùe aòbò^Ü cû^aúd MêY @ûùeû_ KeòQ«ò ö eû]û^û[ PòfòKûKê iLú eì_ùe, ùgûK _ûùgûe @_ieû bìa^ eìù_ PòZâY Keòaû IWÿò@û iûjòZýùe iõ_ì‰ð ^ìZ^ ö Kaò _âKéZò Vûùe Rúa^ @ûùeû_ Keò cYòh Rúa^e Kû~ðý Kkû_, _é bìcò bûùa a‰ð^û Keòaû ijòZ _âKéZò Vûùe iùZKò Kaò ^òR Rúa^ i§û^e aû©ðû C_f² KeòQ«ò ö Kaò PòfòKû jâ\Kê Kûaý ^ûdúK bûùae iRûAQ«ò ö ùi @_eì_û faYýcdú Qù¦ûcdú ^ûdòKû ö Zûe ^úkûb ^d^ùe @Qò \êýZò, Zûjûeò eì_ùe beòejòQò cû\KZû, Zû’e bûhûùe ejòQò iõMúZe fûkòZý cìzð^û ö Kaòu bûhûùe- “C}k Kckû-aòkûi \úNòðK, ceûk cûkò^ú ^úkû´ê PfòKû C}ke Zêjò Pûeê @kuûe, C}k bêaù^ ùgûbûe bŠûe öö C}k _âKéZòe ùgûbûe bŠûe ùZYê Kaò @ù^K Kûaýùe C}ke ^\ ^\ú _aðZ Mòeò Kû^^ Rúa« a‰ð^ ejòQò ö _aðZú Kûaýe iõ§ýû a‰ð^û I P¦âbûMû Kûaýe geZe ùiø¦~ðý ùagþ c^cêMÛ Ke ö P¦âbûMûùe geZe ùiø¦~ðý a‰ð^û Keò Kaò KjòQ«ò - “ùMû]ìkò MM^ iêPòZâ \òùg gZ aeùY gZ cù^ûe[ SUùK ù~ùjÜ @ûgû Kû^ù^ ö’’ _ûaðZú Kûaýùe iõ¤ûe a‰ð^û Keò Kaò CùfäL KeòQ«ò - “bûicû^ eq eaòaò´ ù\Lô G bûa @ûùc @«ùe aòe*ô ePòZ iêa‰ð aâjàûŠ bûiA Kòaû iûMùe ö’’ Gjò_eò bûaùe Kaòu _âKéZòK Rúa« bûaùe _âKûg KeòQ«ò ö eû]û^û[ RùY ùiø¦~ðý aû\ú Kaò ö Kaòu ùiø¦~ðýe @« ^ûjó ö ùZYê Kaò PòfòKû Kûaýùe CùfäL KeòQ«ò - iê¦e Zé¯òe @aiû^ ^ûjó ö ù~ùZ ù\Lê[ôùf ^ì@û \ògê[ûA ö’’ eû]û^û[u PòfòKû Kûaýùe ù~ ùKak ùiø¦~ðýe M«ûNe’ Zûjû ^êùjñ Zûue icMâ Kûaý iõ_\ ùiø¦~ðýùe be_êe ö _âKéZòe ùiø¦~ðý eì_e ùiø¦~ðý, ^ûdK, ^ûdòKûu ùiø¦~ðý Kaòu Kûaý MêWÿòKùe ùagþ cù^ûec ö P¦âbûMû Kûaýùe ^ûdòKû P¦âbûMûe eì_ fûaYýùe iì~ðýu c^ aòiàd aòcìXÿ ùjûA~ûAQò ö Kaòu bûhûùe - “ù^Zâ ~êùM ~êaû _ò@«ò ù~Cñ eì_ @céZ ùi @céùZ Kf ù~øa^ aûkû Z^ê ]CZ ö’’ ^ûdòK P¦âbûMûe ù_âc _âZò aòeûM bûa _âKûg Keò[ôùf c¤ iì~ðý ù\a ^òRKê P¦âbûMûe ùiø¦~ðý Vûeê \ìeùe ejò_ûeò ^ûjû«ò ö ùZYê eì_ _ò_ûiú Kaò eû]û^û[ Kj«ò - “Kò«ê eì_ [ôùf _âz^Ü ùKùa eiòK QûùWÿ ? c]ê [ôùf _êù¿ ~Zù^ ùLûRò c]ì_ KûùXÿ ö ù~ @ùU RMZ R^e c^-^d^-Kûe ö @_âKU ùjûA ejòaû _ûAñ Kûjó Zû’ Pûeû ?’’ ùiø¦~ðý ~êùM ~êùM @ce ö Zûjûe ùgh ^ûjó ö ùZYê PòfòKûe ùiø¦~ðýùe cêMÛ ùjûA KjòQ«“@ûjû G ùgûbûe Kûjó _Uû«e, [ôùf [ôùa ÊùMð cù©ðý @ùMûPe ö X X X bûeZú bKZ ùKCñ eì__ûdú, Zé¯ ùja Gjû [ùe cûZâ ¤ûdú aP^ aòhd ^êjñA G Qaò jéù\ ùi ùKak _ûùe @^êbaò ö’’ _âùZýK ùlZâùe Kaòu Kûaý MêWÿòKùe ùiø¦~ðýùaû] _âKUòZ ö Kaòu \éÁòùe PòfòKû eì_iú I _âûKéZòK iêhcûùe aòcŠòZû ùiø¦~ðý gûkú^ú ö @û]ê^òK ~êMùe aXÿò Pûfò[ôaû @^ýûd @^úZò Mað @juûeKê aýwûZàK ùg÷kúùe _âZò_û\^ KeòQ«ò ö Kaòu \éÁòùe eûR, cjûeûR ]^ú icÉ aýqò ic^Vûùe icû^ ö ùZYê Mað @jõKûeKê \ìùeA ]cð @ûPeY Keòaû_ûAñ _eûcgð ù\AQ«ò ö Kaò aýwûZàK Kûaý \eaûeùe ùfLôQ«ò- ]cð GK ù_ûZ MXÿòQ«ò aò]ô ZeòaûKê Gjò iõiûe aûeò]ú ö ]cð GK iò^û cjZ _Yò@û, @ûC iaê aûKò @ùXÿA \ò^ò@û ö Cq KûaýUòùe Kaò ]cðe MêeêZß I cj©ßKê iê¦e bûaùe aýûLýû KeòQ«ò ö Gaõ Mað @jõKûeKê _eòZýûM Keòaû ^òcù« icÉu iùPZ^ KeûA ù^÷ZòK @û\gðe aû©ðû _â\û^ KeòQ«ò ö aûÉaùe eû]û^û[u KûaýMêWÿòKe aòhd Mâúiþ, ùeûc _âbéZò _û½ûZý Pò«û]ûeûùe MXÿò CVò[ôùf c¤ @]ôKûõg Kûaý MêWÿòKùe bûeZúd ù_øeûYòK @ûLýû^, ]cðúd _eµeû I iõÄéZò C{òaòZ ùjûACVòQò ö eû]û^û[u iûjòZý _âûPý I _û½ûZýe c]êe ic^ßd ö ùi Zûu Kûaý eP^ûùe _û½ûZý iûjòZýeê @ûjeY Keò[ôùf c¤ ùi[ôùe Zûue ùcøkòK Pò«û]ûeû _âÇêUòZ ö @¤û_K, gýûc iê¦e iõÄéZ cjûaò\ýûkd, LûeòMêWÿû (M¬ûc),ùcû - 9178751970

ଚିତ୍ତରଞ୍ଜନ ଦାସ

ପ୍ରଫେସର ଚିତ୍ତରଞ୍ଜନ ଦାସ ଜଣେ ସୁପ୍ରସିଦ୍ଧ ସାହିତ୍ୟିକ, ଶିକ୍ଷାବିତ୍ ଓ ସମାଜସେବୀ । ହାଇସ୍କୁଲ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ଚିତ୍ତରଞ୍ଜନ, ନିଜର ଅସ...